32.1 C
Bhubaneswar
Friday, April 26, 2024
Homeଓଡିଶାବିଦ୍ୟୁତ୍ କରେଣ୍ଟ ଲାଗି ମା’ ସହ ୧୪ବର୍ଷ ପୁଅର ମୃତ୍ୟୁ

ବିଦ୍ୟୁତ୍ କରେଣ୍ଟ ଲାଗି ମା’ ସହ ୧୪ବର୍ଷ ପୁଅର ମୃତ୍ୟୁ

ବାସୁଦେବପୁର : ବିଦ୍ୟୁତ୍ କରେଣ୍ଟ ଲାଗି ମା’ ସହ ୧୪ବର୍ଷ ପୁଅର ମୃତ୍ୟୁ । ଭଦ୍ରକ ଜିଲ୍ଲା କସିଆ ସାମୁଦ୍ରିକ ଥାନା ସାନକୃଷ୍ଣପୁର ଗାଁ’ରେ ଘଟିଛି ଏଭଳି ଅଭାନୀୟ ଘଟଣା । ସୂଚନା ଅନୁଯାୟୀ, ପାଣିମୋଟର ନଚାଲିବାରୁ ସଜାଡ଼ିବାକୁ ଯାଇ ବିଦ୍ୟୁତ୍ ଆଘାତ ପାଇଥିଲେ । ଗ୍ରାମବାସୀ ବାସୁଦେବପୁର ମେଡିକାଲ୍‌ରେ ଉଭୟ ମା’-ପୁଅଙ୍କୁ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking