ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ଅନୁଗୁଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣକ ଜରପଡ଼ା ଥାନା ଦୁର୍ଗାପୁର ଗାଁର ବୋଲି ଜଣାପଡିଛି । ସୂଚନା ଅନୁସାରେ, ଯୁବକ ଜଣକ ମେରୁଯାତ୍ରା ଦେଖିବା ପାଇଁ ଯାଇଥିଲେ । ଗାଁ ଠାରୁ ୨୦୦ ମିଟର ଦୂର ଏକ ପିଣ୍ଡି ଉପରେ ତାଙ୍କର ରକ୍ତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । … Continue reading ରକ୍ତ ଜୁଡ଼ୁବୁଡ଼ୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ