କୋରାଇ ବ୍ଲକ ବିଜେଡ଼ି ଯୁବ ସଭାପତି ଙ୍କୁ ବଦନାମ କରିବା କୄଚକ୍ରୀ ମାନେ ଏକ ମିଥ୍ୟl ଅଭିଯୋଗ

ଯାଜପୁର : ଜିଲ୍ଲାର କୋରାଇ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ ମହାପାତ୍ର ଏକ ପ୍ରଧାନମନ୍ତ୍ରୀ ଆବାସ ହାତେଇ ଥିବା କିଛି ଖଳ ପ୍ରକୃତି ଲୋକ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ଓଏନ ପକ୍ଷରୁ ପ୍ରଶାନ୍ତ ମହାପାତ୍ର ଙ୍କୁ ଗ୍ରାମ ଜାଗୁଳେଇ ଗାଡ଼ିଆ କୁ ଗ୍ରସ୍ତ କରି ସତ୍ୟl ସତ୍ୟ ଉପରେ ଖଲୋସା କରି ଛି l
କୋରାଇ ବ୍ଲକ ଯୁବ ବିଜେଡ଼ି ସଭାପତି ଶ୍ରୀ ମହାପତ୍ର ଙ୍କ ଘର ଚଣ ଛପର ଘର ତାଙ୍କ ଧର୍ମ ପତ୍ନୀ ଜଣେ ଅଙ୍ଗନବାଡି ୱାକର ସେ ସରକାର ଙ୍କ ଗାଇଡ଼ ଆଇନ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଟି ଏ ପାଇ ଛନ୍ତି l ବିଜେଡ଼ି ଦଳ ର କୋଣସି ନେତା ଚାପ ରେ ପାଇ ନାହାନ୍ତି l ନିୟମ ଅନୁସାରେ ଆଭାସ ଘର ପାଇ ଛନ୍ତି l l ଏକ ବିରୋଧୀ ଦଳ ମିଥ୍ୟl ରେ ଅଭିଯୋଗ କରିଛନ୍ତି ବୋଲି ମହାପାତ୍ର ଙ୍କ ପନ୍ତୀ ଅମିତ୍ରl
ପଣ୍ଡା ଓଏନ କୁ କହିଛନ୍ତି ମହାପାତ୍ର ଏସ ଇ ସି ସି sl ନମ୍ବର 326ପି ଏମ ଏ ୱା ଇ ନମ୍ବର 3143754ରେ ଆବାସ ଯୋଜନା ପାଇ ବା ପାଇଁ ଯୋଗ୍ୟ ତେଣୁ ଆବାସ ଯୋଜନା ପାଇଁ ଛନ୍ତି l ତାଙ୍କ ପରିବାର 10ବର୍ଷ ହେଲା ପୃଥକ l ବିରୋଧୀ ଦଳ ତାଙ୍କ ସ୍ୱାମୀ କୁ ବଦନାମେ କରିବା ବିଭିନ୍ନ ଗଣ ମାଧ୍ୟମ ଅଭିଯୋଗ କରି ଛନ୍ତି ତାଙ୍କ ସ୍ୱାମି ନାମ ରେ ମିଥ୍ୟl ରେ ଅଭିଯୋଗ କରି ଛନ୍ତି l ପ୍ରକୃତ ତଥ୍ୟ ତଦନ୍ତ ନ କରି ଗଣ ମାଧ୍ୟମ ପ୍ରତି ନିଧି ମାନେ ମିଥ୍ୟl କଳ୍ପକଳ୍ପିତ ପ୍ରସାରଣ କରି ଥିବା ରୁ ସଂମ୍ମାନ ହାନି ଘଟି ଥିବା ରୁ ସମ୍ପୃକ୍ତ ଗଣ ମାଧ୍ୟମ ଆଇନ ର ଆଶ୍ରୟ ନେବୁ ।

LEAVE A REPLY

Please enter your comment!
Please enter your name here