24.1 C
Bhubaneswar
Tuesday, March 19, 2024
Homeଓଡିଶାକୋରାଇ ବ୍ଲକ ବିଜେଡ଼ି ଯୁବ ସଭାପତି ଙ୍କୁ ବଦନାମ କରିବା କୄଚକ୍ରୀ ମାନେ ଏକ ମିଥ୍ୟl...

କୋରାଇ ବ୍ଲକ ବିଜେଡ଼ି ଯୁବ ସଭାପତି ଙ୍କୁ ବଦନାମ କରିବା କୄଚକ୍ରୀ ମାନେ ଏକ ମିଥ୍ୟl ଅଭିଯୋଗ

ଯାଜପୁର : ଜିଲ୍ଲାର କୋରାଇ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ ମହାପାତ୍ର ଏକ ପ୍ରଧାନମନ୍ତ୍ରୀ ଆବାସ ହାତେଇ ଥିବା କିଛି ଖଳ ପ୍ରକୃତି ଲୋକ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରକାଶ କରିଛନ୍ତି l ଏ ସମ୍ପର୍କ ରେ ଓଏନ ପକ୍ଷରୁ ପ୍ରଶାନ୍ତ ମହାପାତ୍ର ଙ୍କୁ ଗ୍ରାମ ଜାଗୁଳେଇ ଗାଡ଼ିଆ କୁ ଗ୍ରସ୍ତ କରି ସତ୍ୟl ସତ୍ୟ ଉପରେ ଖଲୋସା କରି ଛି l
କୋରାଇ ବ୍ଲକ ଯୁବ ବିଜେଡ଼ି ସଭାପତି ଶ୍ରୀ ମହାପତ୍ର ଙ୍କ ଘର ଚଣ ଛପର ଘର ତାଙ୍କ ଧର୍ମ ପତ୍ନୀ ଜଣେ ଅଙ୍ଗନବାଡି ୱାକର ସେ ସରକାର ଙ୍କ ଗାଇଡ଼ ଆଇନ ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଟି ଏ ପାଇ ଛନ୍ତି l ବିଜେଡ଼ି ଦଳ ର କୋଣସି ନେତା ଚାପ ରେ ପାଇ ନାହାନ୍ତି l ନିୟମ ଅନୁସାରେ ଆଭାସ ଘର ପାଇ ଛନ୍ତି l l ଏକ ବିରୋଧୀ ଦଳ ମିଥ୍ୟl ରେ ଅଭିଯୋଗ କରିଛନ୍ତି ବୋଲି ମହାପାତ୍ର ଙ୍କ ପନ୍ତୀ ଅମିତ୍ରl
ପଣ୍ଡା ଓଏନ କୁ କହିଛନ୍ତି ମହାପାତ୍ର ଏସ ଇ ସି ସି sl ନମ୍ବର 326ପି ଏମ ଏ ୱା ଇ ନମ୍ବର 3143754ରେ ଆବାସ ଯୋଜନା ପାଇ ବା ପାଇଁ ଯୋଗ୍ୟ ତେଣୁ ଆବାସ ଯୋଜନା ପାଇଁ ଛନ୍ତି l ତାଙ୍କ ପରିବାର 10ବର୍ଷ ହେଲା ପୃଥକ l ବିରୋଧୀ ଦଳ ତାଙ୍କ ସ୍ୱାମୀ କୁ ବଦନାମେ କରିବା ବିଭିନ୍ନ ଗଣ ମାଧ୍ୟମ ଅଭିଯୋଗ କରି ଛନ୍ତି ତାଙ୍କ ସ୍ୱାମି ନାମ ରେ ମିଥ୍ୟl ରେ ଅଭିଯୋଗ କରି ଛନ୍ତି l ପ୍ରକୃତ ତଥ୍ୟ ତଦନ୍ତ ନ କରି ଗଣ ମାଧ୍ୟମ ପ୍ରତି ନିଧି ମାନେ ମିଥ୍ୟl କଳ୍ପକଳ୍ପିତ ପ୍ରସାରଣ କରି ଥିବା ରୁ ସଂମ୍ମାନ ହାନି ଘଟି ଥିବା ରୁ ସମ୍ପୃକ୍ତ ଗଣ ମାଧ୍ୟମ ଆଇନ ର ଆଶ୍ରୟ ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking