30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଜୀବନ ହାରିଲେ ୭ ଛାତ୍ରଛାତ୍ରୀ

ଜୀବନ ହାରିଲେ ୭ ଛାତ୍ରଛାତ୍ରୀ

ତେଲେଙ୍ଗାନା : ଜୀବନ ହାରିଲେ ୭ ଛାତ୍ରଛାତ୍ରୀ । ପରୀକ୍ଷା ରେଜଲ୍ଟ ପ୍ରକାଶ ପରେ ଫେଲ ହୋଇଥିବାରୁ ଜୀବନ ହାରିଛନ୍ତି । ଇଣ୍ଟରମିଡିଏଟ ପରୀକ୍ଷା ରେଜଲ୍ଟ ବାହାରିବାର ମାତ୍ର ୩୦ ଘଣ୍ଟା ଭିତରେ ୭ ଛାତ୍ରୀଛାତ୍ର ଜୀବନ ହାରିଛନ୍ତି । ମଞ୍ଚେରିୟଲ ଜିଲ୍ଲାର ତନ୍ଦୁର ଅଞ୍ଚଳରେ ୧୬ ବର୍ଷୀୟ ନାବାଳକ ୪ଟି ବିଷୟରେ ଫେଲ୍‌ ହୋଇଥିବା ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି। ଏହା ବ୍ୟତୀତ ଆହୁରି ୬ ଜଣ ଛାତ୍ରୀ ଜୀବନ ହାରିଛନ୍ତି । ପରୀକ୍ଷାରେ ଖରାପ ରେଜଲ୍ଟ ଯୋଗୁ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । କିଏ ନଦୀରେ ବୁଡି ଜୀବନ ହାରିଛି ତ କିଏ ବିଷ ପିଇ । ତେବେ ପୁରା ରାଜ୍ୟରେ ସମୁଦାୟ ୭ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬ ଛାତ୍ରୀ ଓ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking