32.1 C
Bhubaneswar
Sunday, May 19, 2024
Homeଓଡିଶାମୁଖ୍ୟମନ୍ତ୍ରୀ ସୁରକ୍ଷିତ, ଫେରୁଛନ୍ତି

ମୁଖ୍ୟମନ୍ତ୍ରୀ ସୁରକ୍ଷିତ, ଫେରୁଛନ୍ତି

ଭୁବନେଶ୍ୱର : ଝାରସୁଗୁଡାରୁ ଆସି ଭୁବନେଶ୍ୱରରେ ପହଞ୍ଚିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଏକ ଭିଡିଓ ବର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଅଛନ୍ତି, ବୁବନେଶ୍ୱର ଫେରୁଛନ୍ତି କହିଲେ ପାଣ୍ଡିଆନ । ତେବେ ଖରାପ ପାଗ ଯୋଗୁଁ ହେଲିକପ୍ଟର ଭୁବନେଶ୍ୱରରେ ଓହ୍ଲାଇ ପାରିନଥିଲା । ଭୁବନେଶ୍ୱରରୁ ହେଲିକପ୍ଟର ଆସି ଝାରସୁଗୁଡାରେ ଲ୍ୟାଣ୍ଡ କରିଥିଲା । ମୁଖ୍ୟମନ୍ତ୍ରୀ ଭଲ ଅଛନ୍ତି , ଆମେ ଭୁବନେଶ୍ୱର ଫେରୁଛୁ ବୋଲି କହିଛନ୍ତି ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ।

ପାଗ ଖରାପ ଯୋଗୁଁ ଓହ୍ଲାଇ ପାରିଲାନି ନବୀନଙ୍କ ହେଲିକପ୍ଟର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking