32.1 C
Bhubaneswar
Sunday, May 19, 2024
Homeଓଡିଶାବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି

ବ୍ୟାଙ୍କରେ ସୁରକ୍ଷାକର୍ମୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଡେଲିମାର୍କେଟ ପାଖରେ ଥିବା ଆଇସିଆଇସିଆଇ ବ୍ୟାଙ୍କରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଅନୁସାରେ ଆଜି ସକାଳେ ଭ୍ୟାନରେ ରାଉରକେଲା ଆଇସିଆଇସିଆଇ ବ୍ୟାଙ୍କରୁ ଟଙ୍କା ରାଜଗାଙ୍ଗପୁର ଡେଲିମାର୍କେଟରେ ପାଖରେ ଥିବା ଆଇସିଆଇସିଆଇ ବ୍ୟାଙ୍କକୁ ଆସିଥିଲା । ଏବଂ ଟଙ୍କା ବ୍ୟାନ ସହ ଜଣେ ସୁରକ୍ଷା କର୍ମୀ ଆସିଥିଲେ । ଆଉ ଭ୍ୟାନଟି ଯେତେବେଳେ ବ୍ୟାଙ୍କରେ ପହଂଚିଥିଲା । ଏହାପରେ ସୁରକ୍ଷାକର୍ମୀ ଜଣଙ୍କ ନିଜ ବନ୍ଧୁକରେ ଗୁଳି ଭର୍ତି କରୁଥିବା ସମୟରେ ହଠାତ ଫାୟାରିଂ ହୋଇଯାଇଥିଲା । ତେବେ ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଘଟଣା ସ୍ଥଳରେ ସୁରକ୍ଷାକର୍ମୀଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking