29.1 C
Bhubaneswar
Wednesday, May 22, 2024
Homeଅପରାଧଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳ ଘଟିଛି ଅଭାବନୀୟ ଘଟଣା । ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ସୂଚନା ଅନୁଯାୟୀ, ଆଜି ସକାଳେ ଏହି ମୃତ ଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଏହା ପରେ ସଙ୍ଗେ ସଙ୍ଗେ ପୁଲିସ ଘଟଣା ସ୍ଥାଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନା ପଠାଯାଇଛି । ଏପଟେ ସେହି ଯୁବକକୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି । ତେବେ ସେହି ଯୁବକ ଜଗତସିଂହପୁର ଜିଲ୍ଲାର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ସେହି ଯୁବକ ଜଣଙ୍କ ମୋବାଇଲ ଟାୱାରରେ କମ କରନ୍ତି ତାଙ୍କର ପରକିୟା ପ୍ରୀତିରୁ ହତ୍ୟା ହୋଇଥିବା ସ୍ଥାନୀୟ ଲୋକଙ୍କୃ ଠାରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking