35.1 C
Bhubaneswar
Wednesday, May 8, 2024
Homeଓଡିଶାକର୍ମୀଙ୍କୁ ୩୦ ଯାଏଁ ଅପେକ୍ଷା କରିବାକୁ କହିଲେ ସମୀର

କର୍ମୀଙ୍କୁ ୩୦ ଯାଏଁ ଅପେକ୍ଷା କରିବାକୁ କହିଲେ ସମୀର

ଭୁବନେଶ୍ୱର : ନିମାପଡା ରାଜନୀତି ସରଗରମ । ସମୀର ଦାସଙ୍କ ଭିଡିଓ ହେଲା ଭାଇରାଲ । କର୍ମୀଙ୍କୁ ୩୦ ଯାଏଁ ଅପେକ୍ଷା କରିବାକୁ କହିଲେ ସମୀର । ଟିକେଟ୍ ନିଷ୍ପତ୍ତି ବିଚାର ନହେଲେ ଦେବେ ସମୂହ ଇସ୍ତଫା । ନୂଆ ନିଷ୍ପତ୍ତି ପରବର୍ତ୍ତୀ ସମୟରେ ଘୋଷଣା କରିବେ କହିଲେ ।

ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking