31.1 C
Bhubaneswar
Sunday, May 19, 2024
Homeଓଡିଶା୨୫ ବର୍ଷ ଶାସନରେ ଏଠି ଅଳିଆ ଗଦାର ପାହାଡ ଠିଆ ହୋଇଛ : ସମୀର ମହାନ୍ତି

୨୫ ବର୍ଷ ଶାସନରେ ଏଠି ଅଳିଆ ଗଦାର ପାହାଡ ଠିଆ ହୋଇଛ : ସମୀର ମହାନ୍ତି

ଭୁବନେଶ୍ୱର : ସହରାଞ୍ଚଳ ସମସ୍ୟାକୁ ନେଇ ବିଜେପିର ପ୍ରେସମିଟ୍ । ସଂକଳ୍ପପତ୍ର ବାବଦରେ ବିସ୍ତୁତ ସୂଚନା ଦେଲେ ସମୀର ମହାନ୍ତି । ଗତ ୫ ବର୍ଷରେ ମୋଦି ସରକାର ୨୨୨ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଏଠି ୨୫ ବର୍ଷ ଶାସନରେ ଅଳିଆ ଗଦାର ପାହାଡ ଠିଆ ହୋଇଛି । ରାଜ୍ୟରେ କୌଣସି ଜଳ ନୀତି ନାହିଁ, ଆମେ ପ୍ରତି ଘରକୁ ପାଣି ଦବୁ । ସୂର୍ଯ୍ୟ ଘର ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧ କୋଟି ଲୋକ ପଞ୍ଜୀକୃତ କଲେଣି । ଭୂତଳ ଜଳ ମ୍ୟାନେଜମେଣ୍ଟ କରିବୁ, ଡ୍ରେନେଜ ବ୍ୟବସ୍ଥା ସୁଦୃଢ କରିବୁ ବୋଲି କହିଛନ୍ତି ସମୀର ।

ଦାଦନ ମୃତ୍ୟୁ ମିଛ ନା ମନରେଗା ଦୁର୍ନୀତି ସତ ସ୍ପଷ୍ଟ କରନ୍ତୁ ସରକାର : ପ୍ରଦୀପ ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking