30.1 C
Bhubaneswar
Monday, May 20, 2024
Homeଓଡିଶା୯ ମାଓବାଦୀଙ୍କ ଆତ୍ମସମର୍ପଣ

୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ : ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ୯ ମାଓବାଦୀଙ୍କ ଆତ୍ମସମର୍ପଣ । ତେବେ ଆତ୍ମସମର୍ପମ କରିଥିବା ୯ ମାଓବାଦୀଙ୍କ ମଧ୍ୟରୁ ୨ ମହିଳା ମାଓବାଦୀ ଅଛନ୍ତି । ସମସ୍ତ ମାଓବାଦୀ ଛତିଶଗଡ ଦନ୍ତେୱାଡାର ହୋଇଥିବା ବେଳେ ସେମାନେ କେକେବିଏନ ସହ ଜଡିତ ଥିଲେ । ତେବେ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଲେ ୨ ମହିଳା ମାଓବାଦୀ ।

୩/୪ ଦିନ ଯାଏ ରାଜ୍ୟରେ ଝଡ଼ବର୍ଷା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking