ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ

ଭୁବନେଶ୍ୱର : ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ବଡ଼ ଲଢ଼େଇ । ଗୋଟିଏ ପଟେ କଂଗ୍ରେସର ସବୁଠାରୁ ବଡ଼ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ଜେପି ନଡ୍ଡା । ଏହି ଦୁଇ ବଡ଼ ନେତା ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜ୍ୟର ପ୍ରଥମ ପର୍ୟ୍ୟାୟରେ ହେବାକୁଥିବା ୪ ଲୋକସଭା ଆସନରୁ ୨ ଲୋକସଭା ବ୍ରହ୍ମପୁର ଏବଂ ନବରଙ୍ଗପୁର ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଜେ.ପି ନଡ୍ଡା । … Continue reading ରବିବାର ଓଡ଼ିଶାରେ ଦେଖିବାକୁ ମିଳିବ ଡବଲ ଲଢ଼େଇ