35.1 C
Bhubaneswar
Wednesday, May 8, 2024
Homeଓଡିଶାସୁରତରୁ ଗଞ୍ଜାମ ଆସୁଥିବା ଆଉ ଏକ ବସ୍ ପୁଣି ଦୁର୍ଘଟଣା, ୫ଜଣ ଆହତ

ସୁରତରୁ ଗଞ୍ଜାମ ଆସୁଥିବା ଆଉ ଏକ ବସ୍ ପୁଣି ଦୁର୍ଘଟଣା, ୫ଜଣ ଆହତ

ଭୁବନେଶ୍ୱର : ସୁରତରୁ ଗଞ୍ଜାମ ଫେରୁଥିବା ଆଉ ଏକ ବସ୍ ଦୁର୍ଘଟଣାଗ୍ରସ୍ତ । ନାଗପୁରରୁ ଅମରାବତୀ ଏନ୍‌ଏଚ୍‌ରେ ଓଲଟିଲା ପ୍ରବାସୀ ଓଡ଼ିଆଙ୍କ ବସ୍ । ବସ୍‌ରେ ଥିବା ୫୦ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୫ଜଣ ଆହତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ୫ଜଶ ଆହତଙ୍କୁ ଅମରାବତୀ ନିକଟ କରଞ୍ଜା ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କୁ ପୁଲିସ୍ ଓ ଅଗ୍ନିଶମବାହୀନ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆଜି ଭୋରରୁ ଏନ୍‌ଏଚ୍ ଉପରକୁ କୌଣସି ଜନ୍ତୁ ଆସିଯିବାରୁ ଏହି ଦୁର୍ଘଟଣା ହୋଇଛି ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଶନିବାର ରାତିରେ କଳିଙ୍ଗା ଘାଟି ଅନ୍ଧକୋଟରେ ମଧ୍ୟ ବସ୍ ଓଲଟି ୨ଜଣଙ୍କର ମୃତ୍ୟୁ ଘଟିଥିଲା । ୧୫ଜଣ ଆହତ ହୋଇଥିଲେ ।
https://onakhabar.com/2020/05/02/bus-accident-at-kalinga-ghati/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking