29.1 C
Bhubaneswar
Friday, May 17, 2024
Homeଓଡିଶା୪୦ ତଳକୁ ଖସିଲା ଭୁବନେଶ୍ୱର ତାପମାତ୍ରା

୪୦ ତଳକୁ ଖସିଲା ଭୁବନେଶ୍ୱର ତାପମାତ୍ରା

ଭୁବନେଶ୍ୱର : ୧୭ ଦିନ ପରେ ୪୦ ତଳକୁ ଖସିଲା ଭୁବନେଶ୍ୱର ତାପମାତ୍ରା । ୧୫ ଏପ୍ରିଲରୁ ୧ ମେ’ ପରେ ୪୦ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା । ଆଜି ସାଢେ ୨ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୩୯ ଡିଗ୍ରୀ । ସୂଚନାଯୋଗ୍ୟ ଯେ, ଗୁରୁବାର ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ। ବାଲେଶ୍ୱର, ଝାରସୁଗୁଡା ଓ କେନ୍ଦୁଝରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି। ସମ୍ବଲପୁର ୩୯.୭, ହୀରାକୁଦ ୩୯, ରାଉରକେଲା ୩୮.୪, ଭୁବନେଶ୍ୱର ୩୮, ପୁରୀ ୩୩.୬, ପାରାଦୀପ ୩୨.୪, ଗୋପାଳପୁର ୩୨.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଅସହ୍ୟ ଖରା : ଦିନ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ଟପିଲା ୪୦ ଡିଗ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking