33.1 C
Bhubaneswar
Friday, May 17, 2024
Homeଓଡିଶାନଦୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ

ନଦୀରେ ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ

କଟକ : କଟକ ଜିଲ୍ଲା ସାଲେପୁରର ଚିତ୍ରୋତ୍ପଳାରେ ଘଟିଛି ଅଭାବନୀୟ ଘଟଣା ନଦୀରେ । ବୁଡି ଚାଲିଗଲା ଛାତ୍ରଙ୍କ ଜୀବନ। ସାଙ୍ଗମାନଙ୍କ ସହ ଗାଧୋଇବା ବେଳେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁସାରେ , ଛାତ୍ର ଜଣଙ୍କ ନିଜ ସାଙ୍ଗମାନଙ୍କ ସହ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗାଧେଇବା ବେଳେ ହଠାତ ତାଙ୍କ ଗୋଡ ଖସି ଯିବାରୁ ସେ ନଦୀରେ ବୁଡି ଯାଇଥିଲେ। ସାଙ୍ଗ ମାନେ ଖୁବ ଖୋଜାଖୋଜି କରିବା ପରେ ତାଙ୍କର ଖବର ନ ମିଳିବାରୁ ସାଙ୍ଗମାନେ ଅଗ୍ନିଶମ ବାହନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକ ଜଣଙ୍କ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ତେବେ ମୃତ ଛାତ୍ର ଜଣଙ୍କ ସ୍ଥାନୀୟ ଅଞ୍ଚଳର ଯୁକ୍ତ ୨ ପଢ଼ୁଥିବା ଛାତ୍ର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଏହି ଘଟଣାକୁ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking