29.1 C
Bhubaneswar
Friday, May 17, 2024
Homeଓଡିଶାଦିନ ସାଢେ ୨ ସୁଦ୍ଧା ୪୨ ଛୁଇଁଲା ତାପମାତ୍ରା

ଦିନ ସାଢେ ୨ ସୁଦ୍ଧା ୪୨ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛନ୍ତି ସମଗ୍ର ରାଜ୍ୟବାସୀ । ଅସହ୍ୟ ତାତି । ଆଜି ଦିନ ସାଢେ ୨ଟା ସୁଦ୍ଧା ୪୨ ଡିଗ୍ରୀ ଟପିଲା ୨ ସହର ତାପମାତ୍ରା । ୪୨.୬ ଡିଗ୍ରୀ ସହ ଝାରସୁଗୁଡା ସନର୍ବାଧିକ ଉତ୍ତପ୍ତ ସହର । ସମ୍ବଲପୁର ୪୨.୩, କେନ୍ଦୁଝର ୪୨, ହୀରାକୁଦ ୪୧.୮ ଡିଗ୍ରୀ । ରାଉଲକେଲା ୪୧.୮, ବାଲେଶେବର ଓ ଚାନ୍ଦବାଲି ୪୧.୨ ଡିଗ୍ରୀ ।

୪୦ ତଳକୁ ଖସିଲା ଭୁବନେଶ୍ୱର ତାପମାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking