33.1 C
Bhubaneswar
Friday, May 17, 2024
Homeଅପରାଧପାରିବାରିକ କଳହର କରୁଣ ପରିଣତି ; ନିଜ ପୁଅକୁ ହତ୍ୟା କଲା ନୃଶଂସ ବାପା

ପାରିବାରିକ କଳହର କରୁଣ ପରିଣତି ; ନିଜ ପୁଅକୁ ହତ୍ୟା କଲା ନୃଶଂସ ବାପା

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ସୁନାଗଡିଆ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପାରିବାରିକ କଳହର କରୁଣ ପରିଣତି ; ନିଜ ପୁଅକୁ ହତ୍ୟା କଲା ନୃଶଂସ ବାପା । ତେବେ ସୂଚନା ଅନୁଯାୟୀ, ଏହି ଗ୍ରାମର ମାଧବା ନନ୍ଦ ବାରିକ ଏବଂ ତାଙ୍କ ପୁଅ ଶଙ୍କର୍ଷଣ ବାରିକଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପାରିବାରିକ କଳହ ଲାଗି ରହିଥିଲା । କିନ୍ତୁ ବୁଧବାର ଦିନ କୌଣସି ଏକ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ବାପ ପୁଅ ମଧ୍ୟରେ ହାତାହାତି ହୋଇଥିଲେ । ପରେ ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପା ଏକ ଭୁଜାଲି ଆଣି ପ୍ରଥମେ ପୁଅ ଉପରକୁ ଆକ୍ରମଣ କରିଥିଲେ । ପରେ ପୁଅ ମଧ୍ୟ ତାଙ୍କ ବାପାଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ପରେ ଏହା ଉଗ୍ର ରୂପ ନେବା ପରେ ବାପାଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking