33.1 C
Bhubaneswar
Friday, May 17, 2024
Homeଓଡିଶା୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଆଜି ବିଜେପି ପୁଣି ଚତୁର୍ଥ ପର୍ଯ୍ୟାୟରେ ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୬ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…
୧)ଘସିପୁରା-ଶମ୍ଭୁନାଥ ରାଉତ
୨)ଭୋଗରାଇ-ଆଶିଷ ପାତ୍ର
୩)ଭଣ୍ଡାରିପୋଖରୀ-ସୁଧାଂଶୁ ନାୟକ
୪)ବରୀ-ଉମେଶ ନାୟକ
୫)ବାରବାଟୀ କଟକ-ପୂର୍ଣ୍ଣଚନ୍ଦ୍ର ମହାପାତ୍ର
୬)ବେଗୁନିଆ-ପ୍ରକାଶ ରଣବିଜୁଳି

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking