29.1 C
Bhubaneswar
Thursday, May 9, 2024
Homeଓଡିଶାଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଆଉ ୮ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର : ଆଜି ବିଜେପି ପୁଣି ତୃତୀୟ ପର୍ଯ୍ୟାୟରେ ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୮ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…
୧)ତେଲକୋଇ-ଫକୀର ମୋହନ ନାଏକ
୨)ଚମ୍ପୁଆ-ମୁରଲୀ ଶର୍ମା
୩)ବସ୍ତା-ରବୀନ୍ଦ୍ର ଅଣ୍ଡିଆ
୪)ବାସୁଦବେପୁର-ବାଣୀକଲ୍ୟାଣ ମହାନ୍ତି
୫)ହିନ୍ଦୋଳ-ସୀମାରାଣୀ ନାଏକ
୬)ସାଲେପୁର-ଅରିନ୍ଦମ ରାୟ
୭)କେନ୍ଦ୍ରାପଡା-ଗୀତାଞ୍ଜଳି ସେଠୀ
୮)ଖୋର୍ଦ୍ଧା-ପ୍ରଶାନ୍ତ ଜଗଦ୍ଦେବ

ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking