ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ… ୧) ରାଉରକେଲା: ଦିଲ୍ଲୀପ ରାୟ ୨) ପାଟଣା: ଅଖିଳଚନ୍ଦ୍ର ନାୟକ ୩) ସାରସକଣା: ଭାଦବ ହାଁସଦା ୪) ରାଇରଙ୍ଗପୁର: ଜୋଲେନ ବରଦା ୫) ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ ୬) କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ ୭) ଝରିଗାଁ- ନରସିଂହ ଭତ୍ରା ୮) ଡାବୁଗାଁ-ସୋମନାଥ ପୂଜାରୀ … Continue reading ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା