29.1 C
Bhubaneswar
Wednesday, May 1, 2024
Homeଓଡିଶାଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଆସିଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ଆଜି ବିଜେପି ପୁଣି ତାର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆଜି ୨୧ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ତେବେ ଜାଣନ୍ତୁ କିଏ କେଉଁ ଆସନରୁ ହେଲେ ପ୍ରାର୍ଥୀ…

୧) ରାଉରକେଲା: ଦିଲ୍ଲୀପ ରାୟ
୨) ପାଟଣା: ଅଖିଳଚନ୍ଦ୍ର ନାୟକ
୩) ସାରସକଣା: ଭାଦବ ହାଁସଦା
୪) ରାଇରଙ୍ଗପୁର: ଜୋଲେନ ବରଦା
୫) ବାଙ୍ଗିରିପୋଷି-ସଞ୍ଜଳୀ ମୁର୍ମୁ
୬) କରଞ୍ଜିଆ-ପଦ୍ମଚରଣ ହାଇବ୍ରୁ
୭) ଝରିଗାଁ- ନରସିଂହ ଭତ୍ରା
୮) ଡାବୁଗାଁ-ସୋମନାଥ ପୂଜାରୀ
୯) ରାଜନଗର-ଲଲିତ ବେହେରା
୧୦) ବାଲିକୁଦା-ଏରସମା- ସତ୍ୟସାରଥୀ ମହାନ୍ତି
୧୧) ଜଗତସିଂହପୁର-ଅମରେନ୍ଦ୍ର ଦାଶ
୧୨) କାକଟପୁର-ବାଇଧର ମଲ୍ଲିକ
୧୩) ରଣପୁର-ସୁରମା ପାଢୀ
୧୪) ସାନଖେମୁଣ୍ଡି: ଉତ୍ତମ କୁମାର ପାଣିଗ୍ରାହୀ
୧୫) ମୋହନା- ପ୍ରଶାନ୍ତ ମଲ୍ଲିକ
୧୬) ବିଷମକଟକ-ଜଗନ୍ନାଥ ନୁଣ୍ଡ୍ରୁକା
୧୭) ରାୟଗଡ଼ା-ବସନ୍ତ ଉଲାକା
୧୮) ଲକ୍ଷ୍ମୀପୁର-କୈଳାସ କୁଲେସିକା
୧୯) କୋଟପାଡ଼-ରୁପୁ ଭତ୍ରା
୨୦) ପଟାଙ୍ଗୀ- ଚୈତନ୍ୟ ନନ୍ଦିବାଲି
୨୧) ଚିତ୍ରକୋଣ୍ଡା-ଡମ୍ବୁରୁ ଶିଶା

ସୂଚନାଯୋଗ୍ୟ, ବିଜେପି ତା’ର ପ୍ରଥମ ପର୍ଯ୍ୟାରେ ୧୧୨ ଜଣ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏହାକୁ ମିଶାଇ ବିଜେପି ୧୩୩ଜଣ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ।

ବିଧାନସଭା ପ୍ରାର୍ଥୀ ତାଲିକା

ଚାନ୍ଦବାଲି : ମନମୋହନ ସାମଲ

ସମ୍ବଲପୁର: ଜୟନାରାୟଣ ମିଶ୍ର
ତଳସରା: ଭବାନୀଶଙ୍କର ଭୋଇ
ସୁନ୍ଦରଗଡ଼: କୁସୁମ ଟେଟେ
ବୀରମିତ୍ରପୁର: ଶଙ୍କର ଓରାମ
ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର: ନରସିଂହ ମିଞ୍ଜ
ବଣାଇ: ସେବତୀ ମିଞ୍ଜ
କୁଚିଣ୍ଡା: ରବିନାରାୟଣ ନାଏକ
ରେଙ୍ଗାଲି: ନାଉରୀ ନାଏକ
ରେଢାଖୋଲ: ଦେବେନ୍ଦ୍ର ମହାପାତ୍ର
ଦେବଗଡ଼ : ସୁବାସ ପାଣିଗ୍ରାହୀ
ଆନନ୍ଦପୁର: ଆଲୋକ ସେଠୀ
କେନ୍ଦୁଝର: ମୋହନ ମାଝୀ
ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା: ଭାସ୍କର ମଢେଇ
ବଡ଼ସାହି: ସନାତନ ବିଜଳି
ବାରିପଦା: ପ୍ରକାଶ ସୋରେର୍ନ
ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର: ବ୍ରଜ ପ୍ରଧାନ

ବାଲେଶ୍ୱର: ମାନସ ଦତ୍ତ
ରେମୁଣା: ଗୋବିନ୍ଦ ଦାସ
ସୋର: ରାଜେନ୍ଦ୍ର ଦାସ
ସିମୁଳିଆ: ପଦ୍ମଲୋଚନ ପଣ୍ଡା
ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର
ଧାମନଗର: ସୂର୍ଯ୍ୟବଂଶୀ ସୂରଜ

ବିଞ୍ଝାରପୁର: ବବିତା ମଲ୍ଲିକ
ବଡ଼ଚଣା: ଅମର ନାଏକ
ଧର୍ମଶାଳା: ସ୍ମୃତିରେଖା ପହି
ଯାଜପୁର: ଗୌତମ ରାୟ
କୋରେଇ: ଆକାଶ ଦାସନାୟକ
ସୁକିନ୍ଦା: ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର: ଶତୃଘ୍ନ ଜେନା
ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ
ପାଲଲହଡ଼ା: ଅଶୋକ ମହାନ୍ତି

ତାଳଚେର: କାଳନ୍ଦୀ ସାମଲ
ଛେଣ୍ଡିପଦା: ଅଗସ୍ତୀ ବେହେରା
ଆଠମଲ୍ଲିକ: ସଞ୍ଜୀବ ସାହୁ
ବୀରମହାରାଜପୁର:ରଘୁନାଥ ଜଗଦଳା
ସୋନପୁର: ପ୍ରମୋଦ ମହାପାତ୍ର
ଲୋଇସିଂହା: ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼: ନବୀନ ଜୈନ
କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ
ନୂଆପଡ଼ା: ଅଭିନନ୍ଦନ ପଣ୍ଡା
ଖଡ଼ିଆଳ: ହିତେଶ ବଗର୍ତ୍ତୀ
ଉମରକୋଟ: ନିତ୍ୟାନନ୍ଦ ପଣ୍ଡା
ନବରଙ୍ଗପୁର: ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼: ରମେଶ ମାଝୀ

ଜୁନାଗଡ଼: ମନୋଜ ମେହେର
ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ
ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ
ଭବାନୀପାଟଣା: ପ୍ରଦୀପ୍ତ ନାଏକ

ନର୍ଲା:ଅନିରୁଦ୍ଧ ପ୍ରଧାନ
ବାଲିଗୁଡ଼ା: କଳ୍ପନା କହଁର
ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ: ଉମାଚରଣ ମଲ୍ଲିକ
କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ
ବୌଦ୍ଧ: ସରୋଜ ପ୍ରଧାନ

ବଡ଼ମ୍ବା: ସମ୍ବିତ ତ୍ରିପାଠୀ
ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼: ଅଭୟ ବାରିକ
ଚୌଦ୍ୱାର: ନୟନ କିଶୋର ମହାନ୍ତି
ନିଆଳି: ଛବି ମଲ୍ଲିକ
କଟକ ସଦର: ପ୍ରକାଶ ସେଠୀ
ମାହାଙ୍ଗା: ସୁମନ୍ତ ଘଡେ଼ଇ
ପାଟକୁରା: ତେଜେଶ୍ୱର ପରିଡ଼ା
ଆଳି: କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ

ପାରାଦ୍ୱୀପ: ସମ୍ପଦ ସ୍ୱାଇଁ
ତିର୍ତ୍ତୋଲ: ରାଜକିଶୋର ବେହେରା
ନିମାପଡ଼ା: ପ୍ରଭାତି ପରିଡ଼ା
ପୁରୀ: ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି: ଉପାସନା ମହାପାତ୍ର
ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର
ପିପିଲି: ଆଶ୍ରିତ ପଟ୍ଟନାୟକ
ଜୟଦେବ: ଅରବିନ୍ଦ ଢାଲି
ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର
ଏକାମ୍ର: ବାବୁ ସିଂହ
ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା

ଚିଲିକା: ପଥ୍ୱୀରାଜ ହରିଚନ୍ଦନ
ରଣପୁର: ତାପସ ମାର୍ଥା
ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା: ରାଘବ ମଲ୍ଲିକ

ପୋଲସରା: ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର: ପ୍ରତାପ ନାଏକ
ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ
ଆସିକା: ସରୋଜ ପାଢୀ
ସୋରଡ଼ା: ନୀଳମଣି ବିଷୋୟୀ
ହିଞ୍ଜିଳି: ଶିଶିର ମିଶ୍ର
ଗୋପାଳପୁର: ବିଭୂତି ଜେନା
ବ୍ରହ୍ମପୁର: କେ. ଅନିଲ କୁମାର
ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର

ବ୍ରଜରାଜନଗର: ସୁରେଶ ପୂଜାରୀ
ପଦ୍ମପୁର: ଗୋବର୍ନ୍ଧନ ଭୁଏ
ବିଜେପୁର: ସନତ ଗଡ଼ତିଆ
ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ
ଅତାବିରା: ନିହାର ମହାନନ୍ଦ
ଭଟଲୀ:ଈରାଶିଷ ଆଚାର୍ଯ୍ୟ
ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ

ଚିକିଟି: ମନୋରଞ୍ଜନ ଦୟାନ ସାମନ୍ତରାୟ
ପାରଳାଖେମୁଣ୍ଡି: କେ.ନାରାୟଣ ରାଓ
ଗୁଣପୁର: ତ୍ରିନାଥ ଗୋମାଙ୍ଗୋ
କୋରାପୁଟ:ରଘୁରାମ ମଚ୍ଛା
ପଟାଙ୍ଗୀ: ଚୈତନ୍ୟ ହନ୍ତାଳ
ମାଲକାନଗିରି: ନରସିଂହ ମାଡକାମୀ

ଭଞ୍ଜନଗର : ପ୍ରଦ୍ୱୀମ୍ୟୁନ କୁମାର ନାୟକ

ଅନୁଗୁଳ : ପ୍ରତାପ ଚନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking