35.1 C
Bhubaneswar
Wednesday, May 8, 2024
Homeଓଡିଶାଭାରସାମ୍ୟ ହରାଇ ଦୋକାନରେ ପଶିଗଲା ତେଲ ଟ୍ୟାଙ୍କର

ଭାରସାମ୍ୟ ହରାଇ ଦୋକାନରେ ପଶିଗଲା ତେଲ ଟ୍ୟାଙ୍କର

ସୁନ୍ଦରଗଡ଼ : ଶୁକ୍ରବାର ରାତିରେ ତେଲ ଟ୍ୟାଙ୍କରଟି ଝାଡ଼ଖଣ୍ଡରୁ ରାଉରକେଲାକୁ ଆସୁଥିବା ସମୟରେ ସୁନ୍ଦରଗଡ଼ କୁଆଁରମୁଣ୍ଡା ଥାନା କୁଆର ମୁଣ୍ଡା ଛକ ନିକଟରେ ପ୍ରଥମେ ଜଣେ ମହିଳାଙ୍କୁ ଧକ୍କା ଦେଇଥିଲା । ମହିଳାଙ୍କୁ ଧକ୍କା ଦେଇ ସାରିବା ପରେ କୁଆର ମୁଣ୍ଡା ଛକ ନିକଟରେ ଥିବା ଦୁଇଟି ଦୋକାନ ଓ ଘରଭିତରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କରଟି ପଶିଯାଇଥିଲା । ଟ୍ୟାଙ୍କରଟି ଦ୍ରୁତଗତିରେ ଆସୁଥିବାରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ଦୁର୍ଘଟଣାରେ ମହିଳା ଜଣକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା । ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking