31.1 C
Bhubaneswar
Sunday, May 19, 2024
Homeଓଡିଶାବିଜେପିରେ ଯୋଗଦେଲେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ

ବିଜେପିରେ ଯୋଗଦେଲେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର: ନିର୍ବାଚନ ଯେତେ ପାଖେଇ ଆସୁଛି ଦଳ ଡିଆଁ ପର୍ବ ସେମିିତି ଜୋର ଧରୁଛି । ଏହି କ୍ରମରେ ନିମାପଡ଼ାରେ ବିଜେପିର ଏକ ବଡ଼ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି ।  ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର୍ଷଣ ଭୋଇ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଏହାଛଡ଼ା ୪୦ ଜଣ ସମିତି ସଭ୍ୟ ଓ ୪୧ ଜଣ ସମବାୟ ସମିତି ସଭ୍ୟ ମଧ୍ୟ ବିଜେପିରେ ମିଶିଛନ୍ତି । ସେହିପରି ଜଣେ ଜିଲ୍ଲା ପରିଷଦ ସଭ୍ୟ, ୬ କାଉନସିଲ ଓ ୧୦ରୁ ଅଧିକ ସରପଞ୍ଚ ବିଜେପିରେ ମିଶିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking