33.1 C
Bhubaneswar
Thursday, April 25, 2024
Homeଓଡିଶାବଲାଙ୍ଗୀରରେ ଆସି ପହଂଚିଲେ କୋଟାରୁ ଆସିଥିବା ଛାତ୍ରଛାତ୍ରୀ

ବଲାଙ୍ଗୀରରେ ଆସି ପହଂଚିଲେ କୋଟାରୁ ଆସିଥିବା ଛାତ୍ରଛାତ୍ରୀ

ଭୁବନେଶ୍ୱର : ରାଜସ୍ଥାନ କୋଟାରେ ଫସି ରହିଥିବା ବଲାଙ୍ଗିର ଜିଲ୍ଲାର ୫୦ଜଣ ଛାତ୍ରଛାତ୍ରୀ ଶନିବାର ବିଳମ୍ବିତ ରାତିରେ ଆସି ପହଂଚିଛନ୍ତି। ସେମାନେ ଦୁଇଟି ବସ୍‌ରେ ଆସି ବଲାଙ୍ଗୀର ସହରରରେ ପହଂଚିବା ପରେ ସେମାନଙ୍କୁ ପୁଲିସ ଏକ୍ସର୍ଟ କରି କ୍ୱାରେଣ୍ଟାଇନ୍ ସେଣ୍ଟରକୁ ନିଆଯାଇଥିଲା । ସହରର ଲଲଟିକ୍ରା ନେତ୍ର ନିକେତନ ଠାରେ କରାଯାଇଥିବା କ୍ୱାରେଣ୍ଟାଇଡନ୍ ସେଣ୍ଟରରେ ଛାତ୍ରୀମାନଙ୍କୁ ରଖାଯାଇଛି । ଏହି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଦାୟିତ୍ୱ ବଲାଙ୍ଗୀର ତହସିଲଦାର ଲଲାଟ ଲୁହା ଏବଂ ପୁଇଁନ୍ତଳା ତହସିଲଦାର ରୋହିତ ଭୋଇ ଅଛନ୍ତି । ଆଜି ମେଡିକାଲ ଟିମ୍ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ ।
https://onakhabar.com/2020/05/03/40-odia-people-reached-pipili-from-surat/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking