30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଭୁଲ ୟୁ-ଟର୍ନ ନେଇ କାର ଟ୍ରକ ଧକ୍କା; ପରିବାରର ୬ ସଦସ୍ୟ ମୃତ

ଭୁଲ ୟୁ-ଟର୍ନ ନେଇ କାର ଟ୍ରକ ଧକ୍କା; ପରିବାରର ୬ ସଦସ୍ୟ ମୃତ

ରାଜସ୍ଥାନ : ରାଜସ୍ଥାନର ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଭୁଲ ୟୁ-ଟର୍ନ ନେଇ ଏକ କାର ଟ୍ରକକୁ ଧକ୍କା ଦେବା ପରେ ପରିବାରର ୬ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଶିଶୁ ମଧ୍ୟ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ପଳାଇ ଯାଇଥିଲା। ସୂଚନା ଅନୁଯାୟୀ, ସାୱାଇ ମାଧୋପୁର ଜିଲ୍ଲାର ବାନା ନଦୀ ବ୍ରିଜ ନିକଟରେ ଏହି ଦୁର୍ଘଟଣା ୫ ମଇରେ ଘଟିଥିଲା। ଟ୍ରକ ଡ୍ରାଇଭରଙ୍କ ଅବହେଳା ପ୍ରଦର୍ଶନ କରୁଥିବା ଦୃଶ୍ୟ ଏକ ସିସିଟିଭି ରେ କଏଦ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking