31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶପୁଣି ଯୁବତୀଙ୍କୁ ଆକ୍ରମଣ କଲା କୁକୁର

ପୁଣି ଯୁବତୀଙ୍କୁ ଆକ୍ରମଣ କଲା କୁକୁର

ମୁମ୍ବାଇ : ଲିଫ୍ଟ ଭିତରେ କୁକୁର ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବତୀ । ଏପରି ଏକ ଅଭାବନୀୟ ଘଟଣା ନୋଏଡ଼ା ହାଉସିଂ ସୋସାଇଟିରେ ଘଟିଛି ବୋଲି ସୂଚନା ମିଳିଛି । ଲିଫ୍ଟ ଭିତରକୁ ଜଣେ ଯୁବତୀ ଯିବା ସମୟରେ ଲିଫ୍ଟ ଭିତରେ ପୂର୍ବରୁ ଗୋଟେ କୁକୁର ରହିଥିଲା । ଯୁବତୀ ଜଣକ ଲିଫ୍ଟ ଭିତରକୁ ପଶିଲା ବେଳକୁ କୁକୁରଟି ଯୁବତୀଙ୍କୁ ଆକ୍ରମଣ କରିଥିଲା । ଯୁବତୀ ଭୟରେ ଚିତ୍କାର କରିଥିଲେ ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଲିଫ୍ଟ ଭିତରେ ଥିବା ସିସିଟିଭିରେ ଏହି ସମସ୍ତ ଦୃଶ୍ୟ କଏଦ ହୋଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking