31.1 C
Bhubaneswar
Tuesday, May 7, 2024
Homeଅପରାଧସ୍ତ୍ରୀର ତଣ୍ଟି ଚିପି ହତ୍ୟା : ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ

ସ୍ତ୍ରୀର ତଣ୍ଟି ଚିପି ହତ୍ୟା : ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ

ଭୁବନେଶ୍ବର : ସ୍ତ୍ରୀର ତଣ୍ଟି ଚିପି ହତ୍ୟା ଅଭିଯୋଗ। ଥାନାରେ ଅଭିଯୋଗ ଆଣିଲେ ସ୍ୱାମୀ। ସ୍ୱାମୀଙ୍କ ଅନୁପସ୍ଥିତିରେ କେହି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅନନ୍ତ ନାରାୟଣ ନାଥ। ବେକରେ ଦାଗ ଚି଼ହ୍ନ ଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ୍ । ମୃତ ଶୁଭଶ୍ରୀ ମହାପାତ୍ରଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ୍।

ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ସ୍ଥିତ ଖାରବେଳ ନଗର ଥାନା ଶାସ୍ତ୍ରୀନଗର ଅଞ୍ଚଳରେ।

ପୋଲର ଗାର୍ଡଓ।ଲ ସଟର ପ୍ଲେଟ ପଡ଼ି ଶ୍ରମିକଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking