35.1 C
Bhubaneswar
Sunday, May 19, 2024
Homeଓଡିଶାପୋଲର ଗାର୍ଡଓ।ଲ ସଟର ପ୍ଲେଟ ପଡ଼ି ଶ୍ରମିକଙ୍କ ମୃତ୍ୟୁ

ପୋଲର ଗାର୍ଡଓ।ଲ ସଟର ପ୍ଲେଟ ପଡ଼ି ଶ୍ରମିକଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥରେ ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକଙ୍କ ନାମ ହେଲା କାଶରୀ ମାଝୀ(୫୫)।

କାଶୀପୁର ବ୍ଳକର ମଣିଷ ଗାଁ ପଞ୍ଚାୟତର ସିଙ୍ଗାରି ଖଡ଼କା ଗ୍ରାମର ବୋଲି ଜଣାପଡ଼ିଛି। ଆଜି ସକାଳେ କଲ୍ୟାଣୀ ନଦୀ ନିକଟରେ ପୋଲ ଓ ରାସ୍ତାକୁ ସୁରକ୍ଷା ଦେବାକୁ ଥିବା କାନ୍ଥ ନିର୍ମାଣରେ ଲାଗିଥିବା ସଟର ପ୍ଲେଟ ବାହାର କରୁଥିବା ସମୟରେ ଏହି ଘଟଣା ଘଟିଛି।

ପାକିସ୍ତାନ: ବୋଟ ବୁଡ଼ି ୧୩ ମୃତ, ୧୪ ନିଖୋଜ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking