32.1 C
Bhubaneswar
Friday, April 26, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ଦିନଟି ଉପବାସ କରି ସମୟ କଟାଇବେ । ଅନୁଭତି ଓ ଦକ୍ଷତା ବଢ଼ିବ । ମାନସିକ ଶାନ୍ତି ପାଇବେ । ପାରିବାରିକ କ୍ଷେତ୍ରରେ କଷ୍ଟ ଦେଖାଯିବ ।

ବୃଷ: ଆଜି ଦେବ ଦର୍ଶନ କରିବେ । ପରୋପକାର କରିବେ । ପରିଶ୍ରମର ମୂଲ୍ୟ ବହୁ ପରିମାଣରେ ପାଇପାରିବେ । କାର୍ଯ୍ୟ ସଫଳ ହେବ । ଧର୍ମ ବିଶ୍ୱାସ ବଢ଼ିବ ।

ମିଥୁନ: ମନର କଳ୍ପନା ସଫଳ ହେବ । ଶାରୀରିକ ବ୍ୟଥା ଭୋଗିବେ । ନୂତନ ବସ୍ତ୍ରଲାଭ କରିପାରନ୍ତି । କାର୍ଯ୍ୟରେ ଉନ୍ନତି ଘଟିବ । ଶତୃମାନଙ୍କ ଦ୍ୱାରା ଆକ୍ରମଣ ହେବେ ।

କର୍କଟ: ରୋଜଗାରରେ ଉନ୍ନତି ଘଟିବ । ଦେବଦର୍ଶନରେ ଶାନ୍ତି ପାଇବେ । ଶାରୀରିକ ଅସୁସ୍ଥତା ଭୋଗିବେ । ଯାତ୍ରା ଅନୁକୂଳ ରହିବ । ଆକସ୍ମିକ ବିପଦରେ ପଡ଼ିପାରନ୍ତି ।

ସିଂହ: ଆୟ ବୃଦ୍ଧି ଘଟିବ । ବନ୍ଧୁବର୍ଗରେ ମତାନ୍ତର ଘଟିବ । ଆଇନଗତ ସମସ୍ୟାରେ ଆନନ୍ଦିତ ହେବେ । ଶାରୀରିକ ଅସୁସ୍ଥତା ଭୋଗିବେ। ବ୍ୟବସାୟରେ ଲାଭଘଟିବ ।

କନ୍ୟା: ଆଜି ବିପଦରୁ ଦୂରେଇ ଯିବେ । ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ପଥଭ୍ରଷ୍ଟ ହୋଇପାରନ୍ତି । ଖାଦ୍ୟ ପେୟରେ ତୃପ୍ତି ଲାଭ ହେବ । ଶିକ୍ଷାକ୍ଷେତ୍ରରେ ସଫଳତା ପାଇବେ ।

ତୁଳା : ଆଜି ନୂତନ କର୍ମଯୋଗ ପାଇପାରନ୍ତି । ବହୁଦିନର ବିବାଦର ସମାଧାନ ହେବ । ମାନସିକ ଶାନ୍ତି ଦୂରେଇଯିବ । ଲୋଭହେତୁ ଅସୁବିଧାରେ ପଡ଼ିପାରନ୍ତି । ଆୟକ୍ରମେ ବଢ଼ିବ ।

ବିଛା: ନୂତନ ଆୟ ପନ୍ଥା ଖୋଲିବ । ବନ୍ଧୁମେଳରେ ଆନନ୍ଦ ପାଇବେ । ହଠାତ ଲାଭବାନ ହେବେ । ଧନାଦିରେ ବୃଦ୍ଧି ଘଟିପାରେ । ଯୋଜନାଦିରେ ଆନନ୍ଦ ମିଳିବ ।

ଧନୁ: ଆଜି ଶନିଙ୍କ ପ୍ରଭାବରୁ ବ୍ୟାକୁଳତା ବଢ଼ିପାରେ । ପରିସ୍ଥିତି ଅନୁକୂଳ ହେବ । ଦୂରଯାତ୍ରାରେ ଲାଭବାନ ହେବେ । ବନ୍ଧୁତା ସୃଷ୍ଟି ହେବ । ଅର୍ଥ ମିଳିପାରେ ।

ମକର: ଆଜି କୌଣସି କାର୍ଯ୍ୟରେ ଗଣ୍ଡଗୋଳ ହୋଇପାରେ । ବିଚାର ବିଭ୍ରାଟ ଘଟିପାରେ । ନୂତନ ଆୟ ପନ୍ଥା ଖୋଲିବ । ପରିବେଶ ସୁରକ୍ଷା ରହିବ । ଉଦବେଗ ଦୂରେଇଯିବ ।

କୁମ୍ଭ: ସକାଳୁ ସକାଳୁ ସୁସମ୍ବାଦ ପାଇପାରନ୍ତି । ଦକ୍ଷତାର ଉପଯୋଗ କରିବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇପାରନ୍ତି । ସଞ୍ଚୟ ଉପଯୋଗ କରିବେ ।

ମୀନ: ଆର୍ôଥକ ସମସ୍ୟା ଉତ୍କଟ ହେବ । କାର୍ଯ୍ୟ ସିଦ୍ଧି ପାଇଁ ଲାଗି ପଡ଼ିବେ । ମାନସିକ ବ୍ୟସ୍ତତା ମିଳିବ । ନିଜର ପରିବେଶରେ ପରିବର୍ତ୍ତନ ଘଟିବ । ନିଜର ଦାବି ଦେଖାଇ ପାରନ୍ତି । ନିତ୍ୟକର୍ମରେ ବ୍ୟାଘାତ ଘଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking