32.1 C
Bhubaneswar
Monday, May 27, 2024
Homeଓଡିଶାବିଶୃଙ୍ଖଳିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ:ଶରତ ପଟ୍ଟନାୟକ

ବିଶୃଙ୍ଖଳିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ:ଶରତ ପଟ୍ଟନାୟକ

ଭୁବନେଶ୍ୱର: ଚିରଞ୍ଜିବି ଓ ମହମ୍ମଦ ମୋକିମଙ୍କୁ ସୋ କଜତ ନୋଟିସ ପ୍ରସଙ୍ଗ । ଏଆଇସିସି ନୋଟିସକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ଯାହା ଅଭିଯୋଗ ଥିଲା ଏଆଇସିସିକୁ ପଠାଇଥିଲୁ, ଯାହା ନିଷ୍ପତ୍ତି ହୋଇଥିବ । ମୁଁ ସମସ୍ତଙ୍କୁ ନେଇ ବିରୋଧିଙ୍‌କ ସହ ଲଢିବାକୁ ଚେଷ୍ଟା କରୁଛି । ଯଦି କିଏ ବିରୋଧ କରେ , ବିଶୃଙ୍ଖଳିତ ଆଚରଣ କରେ ତେବେ ତାଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଶ କରାଯିବ ବୋଲି ଘୋଷଣା କରିଛିନ୍ତି ଶରତ ପଟ୍ଟନାୟକ ।â

୨ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking