34.1 C
Bhubaneswar
Friday, March 29, 2024
Homeଓଡିଶା୨ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

୨ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ୨ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ । ବୋଲଗଡ ଥାନା ସାନକୁମାରୀ ଗାଁରେ ମରଣାତ୍ମକ ଆକ୍ରମଣ । ଗୁରୁତର ଅବସ୍ଥାରେ ୨ ଭାଇଙ୍କୁ ଖୋର୍ଦ୍ଧା ମେଡରକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୃତାରୁ ଆକ୍ରମଣ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି ।

ଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking