୨ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ

ଖୋର୍ଦ୍ଧା: ୨ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୁତ୍ତ । ବୋଲଗଡ ଥାନା ସାନକୁମାରୀ ଗାଁରେ ମରଣାତ୍ମକ ଆକ୍ରମଣ । ଗୁରୁତର ଅବସ୍ଥାରେ ୨ ଭାଇଙ୍କୁ ଖୋର୍ଦ୍ଧା ମେଡରକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୃତାରୁ ଆକ୍ରମଣ ହୋଇଥିବା ସ୍ଥାନୀୟ ଲୋକେ ସୂଚନା ଦେଇଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି । ଡାହାଣୀ ସନ୍ଦେହରେ ବୋହୁକୁ ତୀର ମାଡ଼ ଘଟଣା, କକାଶ୍ୱଶୁର ଗିରଫ