32.1 C
Bhubaneswar
Friday, April 26, 2024
Homeଓଡିଶାକରୋନା ନେଇ ବିଦ୍ୟାଳୟ ଗୁଡିକୁ ଆଡ଼ଭାଇଜର ଜାରି

କରୋନା ନେଇ ବିଦ୍ୟାଳୟ ଗୁଡିକୁ ଆଡ଼ଭାଇଜର ଜାରି

ଭୁବନେଶ୍ୱର : କରୋନା ଭାଇରସ ଏଯାଏଁ ୯୮ଟି ଦେଶକୁ ଛୁଇଁଛି। ସମଗ୍ର ବିଶ୍ୱର ଜନତା କରୋନା ଭାଇରସକୁ ଡରୁଛନ୍ତି। ଚୀନ ପରେ ଇଟାଲୀ ଓ ଇରାନରେ ସ୍ଥିତି ଉଦ୍‌ବେଗଜନକ ହୋଇଛି। ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଭାରତରେ କରନା ସଂକ୍ରମଣ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ଏଥିପାଇଁ ବିଧାନସଭା ବି ପ୍ରଭାବିତ ହୋଇଛି । ବାହାରକୁ ଉଡାଣ ରେ ବି କଟକଣା ଲାଗିଛି। ଏଥିସହ ଯେଉଁ ପିଲାମାନଙ୍କୁ ଥଣ୍ଡା ବା କାଶ ଲାଗିରହୁଛି ସେମାନଙ୍କୁ ବିଦ୍ୟାଳୟ ନଯିବାକୁ ବି ପରାମର୍ଶ ଦିଆଯାଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସ୍କୁଲ, ରେ ପ୍ରତିଦିନ ଟେବୁଲ ,ସ୍କୁଲ ଚଟାଣ ଆଦିକୁ ପରିସ୍କାର ରଖିବା ସହ ସ୍ୱଛତା କୁ ଧ୍ୟାନ ଦେବାକୁ ନିର୍ଦେଶ ଦିଆଯାଇଛି । ଅନ୍ୟ ଲୋକଙ୍କ ସହିତ ହାତ ନମିଶାଇ ଏହା ବଦଳରେ ଦୁଇ ହାତ ଯୋଡ଼ି ନମସ୍କାର ମାଧ୍ୟମରେ ଅଭିବାଦନ କରିବା ପାଇଁ ପ୍ରଧାନ ମନ୍ତ୍ରୀ ମୋଦି କହିଛନ୍ତି ।
https://onakhabar.com/2020/03/07/corona-updates-5/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking