32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପ୍ରେମିକ ଇଚ୍ଛା ପୂରା ନକରିବାରୁ ପ୍ରେମିକା କାଟିଦେଲା...

ପ୍ରେମିକ ଇଚ୍ଛା ପୂରା ନକରିବାରୁ ପ୍ରେମିକା କାଟିଦେଲା…

ନୂଆଦିଲ୍ଲୀ: ସବୁବେଳେ ପ୍ରେମିକାଟିଏ ହେଉ କିମ୍ବା ପ୍ରେମିକଟି ଯେବେ ଦୁହେଁ ପରସ୍ପରକୁ ଭେଟି ଥାଆନ୍ତି ସେମାନେ ଅଲଗା ଦୁନିଆରେ ମଜ୍ଜି ଯାଇଥାଆନ୍ତି । କେବେ ଅଣାୟତ୍ତ ମଧ୍ୟ ହୋଇଥାଆନ୍ତି । ପରସ୍ପରକୁ ଚୁମ୍ବନ କରିଥାଆନ୍ତି ତ କେବେ ଦୁହେଁ ଆଲିଙ୍ଗୀନ କରି କିଛି ଭୁଲ କରି ବସନ୍ତି । ଏହା ଛଡା କେବେ ଦୁହିଁଙ୍କର ଇଛା ଅନୁସାରେ ସବୁକିଛି ଠିକା ଠାକ ଚାଲିଥାଏ ତ କେବେ ଜଣଙ୍କର ଇଛା ବିରୁଦ୍ଧରେ କିଛି ହୋଇଥାଏ ।

 
ସବୁବେଳେ ପୁଅଟିଏ ହେଉ କିମ୍ବା ଝିଅଟିଏ ସବୁବେଳେ ଦୁହେଁ ଚାହିଁଥାଆନ୍ତି କି ଉଭୟଙ୍କର ଇଛା ଉଭୟ ପୂରଣ କରିବା ପାଇଁ । ହେଲେ ଏଠି  ପ୍ରେମିକାର ଇଛା ପ୍ରେମିକ ପୂରା ନ କରିବାରୁ ପ୍ରେମିକା ଏକ ବଡ ନିଷ୍ପତ୍ତି ନେଇ ପ୍ରେମିକର ଜିଭ କାଟି ଦେଇଥିବା ଜଣାପଡିଛି । 

 
ସୂଚନା ଅନୁସାରେ, ଦୁହେଁ ଦେଖା ହେବା ପରେ ପ୍ରେମିକାର ଇଚ୍ଛାରେ ଦୁହେଁ ପରସ୍ପରକୁ ଚୁମ୍ବନ ଦେବା ଆରମ୍ଭ କରିଥିଲେ । ହେଲେ ପୂର୍ବରୁ ମୋତେ ଫ୍ରେଞ୍ଚ କିସ୍ ପସନ୍ଦ ନୁହେଁ ବୋଲି କହିବା ସହ  ସେପରି କରିବାକୁ ମନା କରିଥିଲେ ପ୍ରେମିକା । କିନ୍ତୁ ପ୍ରେମିକ ନିଜ ପ୍ରେମିକାର ଇଚ୍ଛାକୁ ନମାନି ଫ୍ରେଞ୍ଚ କିସ୍ କରିବା ଆରମ୍ଭ କରିଥିଲେ । ପ୍ରେମିକା ଏଭଳି ନକରିବାକୁ ମନା କରିଥିଲେ । ବାରମ୍ବାର କହିବା ପରେ ମଧ୍ୟ ନ ଶୁଣିବାରୁ ଏନେଇ ରାଗିଯାଇ ପ୍ରେମିକା ଧାରୁଆ ଅସ୍ତ୍ରରେ ପ୍ରେମିକର ଜିଭକୁ କାଟି ଦେଇଥିଲେ । ପୁଲିସକୁ ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ତଳେ ୧ଇଞ୍ଚର ଜିଭ ପଡ଼ିଥିବା ଦେଖିବା ପରେ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା । ଏବେ ପ୍ରେମିକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରେମିକାକୁ ଗିରଫ କରିଛି ପୁଲିସ ।
 

https://onakhabar.com/2020/02/03/love-marriage/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking