24.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗଏବେ ଜରୁରୀ ସେବା ପାଇଁ ଗୋଟିଏ ହେଲପ ଲାଇନ ନମ୍ବର ୧୧୨

ଏବେ ଜରୁରୀ ସେବା ପାଇଁ ଗୋଟିଏ ହେଲପ ଲାଇନ ନମ୍ବର ୧୧୨

ଭୁବନେଶ୍ୱର: ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଗୋଟିଏ ନମ୍ବର ୧୧୨ । ପୋଲିସ, ଆମ୍ବୁଲାନ୍ସ, ଦମକଳ ପାଇଁ ଭିନ୍ନ ଭିନ୍ନ ନମ୍ବର ଡାଏଲ ଅନାବଶ୍ୟକ । ଏଣିକି ସବୁ ଜରୁରୀ ସେବା ପାଇବା ପାଇଁ ୧୧୨ରେ ଡାଏଲ କରିବାକୁ ହେବ । ୧୦୦, ୧୦୧, ୧୦୨, ୧୦୪, ୧୦୮ ଏକୀଭୂତ କରି ହେଲା ୧୧୨ । ୧୧୨ ସେବା ପାଇଁ ୧୦୯୮ ପଦବୀକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୧୨ ସେବାରେ ନିୟୋଜିତ ହେବେ ୪ ଡିଏସପି, ୧୫୧ ଏସଆଇ, ୨୦୩ ଏଏସଆଇ ଓ ୭୪୦ କନେଷ୍ଟବଳ ମଧ୍ୟ ୧୧୨ରେ ନିୟୋଜିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking