33.1 C
Bhubaneswar
Friday, May 3, 2024
Homeଓଡିଶାମହିଳାଙ୍କ ମୃତ ଦେହ ଉଦ୍ଧାର

ମହିଳାଙ୍କ ମୃତ ଦେହ ଉଦ୍ଧାର

ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ଥାନା ବାୟାଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ସନ୍ଦେହଜନକ ଅବସ୍ଥାରେ ଜଣେ ବିବାହିତ ମହିଳାଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାସ କରିଛି ଗୁଣପୁର ପୋଲିସ । ମୃତ ମହିଳା ଜଣଙ୍କ ସନ୍ତୋଷି ବାଉରୀ ବୋଲି ଜଣାପଡିଛି । ତେବେ ପାରିବାରିକ ଅଶାନ୍ତି ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀ ସୁରେନ୍ଦ୍ର ଶବର ନିଜ ସ୍ତ୍ରୀକୁ ହତ୍ୟା କରିଥିବା ନିଜେ ସ୍ୱିକାର କରିଛି । ଏବଂ ଆଜି ହତ୍ୟାକାରୀ ସ୍ୱାମୀ ସୁରେନ୍ଦ୍ର କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking