28.7 C
Bhubaneswar
Thursday, July 25, 2024
Homeଓଡିଶାକଂଗ୍ରେସର କାକଟପୁର ବିଧାନସଭା ପ୍ରାର୍ଥୀ ହେଲେ ବିଶ୍ୱଭୁଷଣ ଦାସ

କଂଗ୍ରେସର କାକଟପୁର ବିଧାନସଭା ପ୍ରାର୍ଥୀ ହେଲେ ବିଶ୍ୱଭୁଷଣ ଦାସ

ଭୁବନେଶ୍ୱର : କାକଟପୁର ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁର ପ୍ରାର୍ଥୀ ହେଲେ ବିଶ୍ୱଭୁଷଣ ଦାସ । ବିଜେପିରୁ ଟିକେଟ୍ ନମିଳିବାରୁ କଂଗ୍ରେସରେ ଯୋଗଦେଇଥିଲେ ବିଶ୍ୱଭୁଷଣ ।

ଅନ୍ୟପଟେ, ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ । କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି । କଟକ ଲୋକ ସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଫେରାଇଛନ୍ତି ଟିକେଟ୍ । ବିଭୁତି ମିଶ୍ରଙ୍କୁ ଲୋକ ସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି । କହିରଖୁଛୁ କି, କଟକ ଲୋକ ସଭା ପାଇଁ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି ।

୨ ଲୋକସଭା ଓ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking