29.1 C
Bhubaneswar
Monday, May 11, 2026
Homeଓଡିଶା୬ ଜିଲ୍ଲା ବନ୍ୟାରେ ପ୍ରଭାବିତ: ଏସଆରସି

୬ ଜିଲ୍ଲା ବନ୍ୟାରେ ପ୍ରଭାବିତ: ଏସଆରସି

ଭୁବନେଶ୍ୱର: ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲା ବନ୍ୟାରେ ପ୍ରଭାବିତ। ବନ୍ୟା ନେଇ ସୂଚନା ଦେଲେ ଏସଆରସି ଦେଓରଞ୍ଜନ ସିଂହ। କହିଲେ ମୟୂରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦୁଝର ପ୍ରଭାବିତ। ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି, ଏବେ ବି ବିପଦ ଅଛି। ବାଲେଶ୍ବରକୁ ପ୍ରାଥମିକତା ଦେବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୧୦୭୯ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ମାଗଣା ରନ୍ଧନ ଖାଦ୍ୟ ଦିଆଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking