32.1 C
Bhubaneswar
Monday, May 11, 2026
Homeଦେଶ ବିଦେଶପେଟ୍ରୋଲିୟମ ଉତ୍ପାଦ ଅଭାବ ନାହିଁ: ରାଜନାଥ

ପେଟ୍ରୋଲିୟମ ଉତ୍ପାଦ ଅଭାବ ନାହିଁ: ରାଜନାଥ

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲିୟମ ଉତ୍ପାଦର ଅଭାବ ନାହିଁ । ଆଇଜିଓଏମ ପରେ ସୂଚନା ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ବ୍ୟବହାର କମାଇବାକୁ ଅନ୍ୟ ଦେଶ ନିଷ୍ପତ୍ତି ନେଇଛନ୍ତି ଭାରତ କରିନି । ଭାରତ ପାଖରେ ୬୦ ଦିନର ଅଶୋଧିତ ତେଲ ମହଜୁଦ ଅଛି । ୬୦ ଦିନର ନ୍ୟାଚୁରାଲ ଗ୍ୟାସ, ୪୫ ଦିନର ଏଲପିଜି ରୋଲିଂ ଷ୍ଟକ ଅଛି । ବିଦେଶୀ ମୁଦ୍ରା ଭଣ୍ଡାରରେ ୭୦୩ ବିଲିୟନ ଡଲାର, ଯାହା ଭଲ ସ୍ଥିତିରେ ରହିଛି । କୌଣସି ପ୍ରକାର ଚିନ୍ତା କରିବାର ଆବଶ୍ୟକତା ନାହିଁ କହିଛନ୍ତି ରାଜନାଥ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking