32.1 C
Bhubaneswar
Monday, May 11, 2026
Homeଓଡିଶାଦଳ ବିରୋଧୀ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଅରବିନ୍ଦ ଜେନା

ଦଳ ବିରୋଧୀ ପାଇଁ ବିଜେଡିରୁ ନିଲମ୍ବିତ ହେଲେ ଅରବିନ୍ଦ ଜେନା

କଟକ: ପ୍ରଭାତ ବିଶ୍ୱାଳଙ୍କ ଲିଙ୍କ ପାଇଁ ବିଜେଡିରୁ ନିଲମ୍ବିତ ହେଲେ କଟକ ମହାନଗର ନିଗମର କର୍ପୋରେଟର। ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କଟକ ମହାନଗର ନିଗମ ୫୩ନଂ ୱାର୍ଡର କର୍ପୋରେଟର ଅରବିନ୍ଦ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଥିବା ଦଳ ତରଫରୁ ଜାରି କରାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେବେ ସେ ଦୀର୍ଘଦିନ ଧରି ପ୍ରଭାତ ବିଶ୍ବାଳଙ୍କ ସହ ରହିଥିଲେ। ଏବେ ପ୍ରଭାତଙ୍କୁ ସହଯୋଗ କରିବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking