33.1 C
Bhubaneswar
Friday, May 8, 2026
Homeଓଡିଶାବାଲିଅନ୍ତା ହତ୍ୟା ମାମଲା: କ୍ରାଇମ୍‌ ସ୍ପଟରେ ପୁଲିସ୍ ଡିଜି

ବାଲିଅନ୍ତା ହତ୍ୟା ମାମଲା: କ୍ରାଇମ୍‌ ସ୍ପଟରେ ପୁଲିସ୍ ଡିଜି

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଯୁବକଙ୍କୁ ବୀଭତ୍ସ ହତ୍ୟା ଘଟଣା । ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲେ ପୋଲିସ ଡିଜିପି ୱାଇ ବି ଖୁରାନିଆ ଓ ଡିସିପି ଜଗମୋହନ ମୀନା । କ୍ରାଇମ ସ୍ପଟରେ ସେମାନେ ପହଞ୍ଚି ତଦନ୍ତ କରିଛନ୍ତି । ଡିଜିପି ଓ ଡିସିପିଙ୍କ ସହ ଘଟଣାସ୍ଥଳରେ ବାଲିଅନ୍ତା ଥାନା ପୋଲିସ ମଧ୍ୟ ତଦନ୍ତ କରିଛି । ସୂଚନାଥାଉକି, ଜିଆରପି କନଷ୍ଟେବଳ ସୌମ୍ୟରଞ୍ଚନ ସ୍ୱାଇଁଙ୍କୁ ପିଟିପିଟି ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି ।ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସିସିଟିଭି ଫୁଟେଜ ଆଧାରରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଭିଡିଓ ଗୁଡିକ ତଦନ୍ତ କରାଯାଇ ଯେଉଁମାନେ ଘଟଣାରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସିପି କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking