34.1 C
Bhubaneswar
Thursday, May 28, 2026
Homeଓଡିଶାକାଳବୈଶାଖୀ କମାଇଲା ହିଟ ଇଣ୍ଡେକ୍ସ

କାଳବୈଶାଖୀ କମାଇଲା ହିଟ ଇଣ୍ଡେକ୍ସ

ଭୁବନେଶ୍ୱର: କାଳବୈଶାଖୀ କମାଇଲା ହିଟ ଇଣ୍ଡେକ୍ସ । ୧୦ ଦିନରେ ଆଜି ସକାଳ ସାଢେ ୫ଟାରେ ସର୍ବନିମ୍ବ ରହିଛି, ହିଟ ଇଣ୍ଡେକ୍ସ । ଆଜି ଭୁବନେଶ୍ୱରରେ ୨୭ ଡିଗ୍ରୀ ହିଟ ଇଣ୍ଡେକ୍ସ ରେକର୍ଟ କରାଯାଇଛି। ଏହା ୨୨ ତାରିଖରେ ସର୍ବାଧିକ ୪୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ୧୯ ଓ ୨୦ ତାରିଖରେ ହିଟ ଇଣ୍ଡେକ୍ସ ୪୦ ଡିଗ୍ରୀ , ୨୧ ତାରିଖରେ ୩୯ ଡିଗ୍ରୀ, ୨୨ ତାରିଖରେ ସର୍ବାଧିକ ୪୪ ଡିଗ୍ରୀ , ୨୩ରେ ୪୨ ଡିଗ୍ରୀ, ୨୪ରେ ୩୯ ଡିଗ୍ରୀ, ୨୫ ରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି । ସେପଟେ ଆଜି ପାଇଁ ୮ ଜିଲ୍ଲାକୁ କାଳବୈଶାଖୀ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । କଟକ, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ଚେତାବନୀ ଜାରି ରହିଛି । ସେହିପରି ଆସନ୍ତାକାଲି ପାଇ ୧୨ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking