34.1 C
Bhubaneswar
Thursday, May 28, 2026
Homeଓଡିଶାବିଜେଡିରେ ମା’ ବାପା ନାହାନ୍ତି: ଦେବାଶିଷ

ବିଜେଡିରେ ମା’ ବାପା ନାହାନ୍ତି: ଦେବାଶିଷ

ଭୁବନେଶ୍ୱର: ବିଜେପି ନେତା ଦେବାଶିଷ ସାମନ୍ତରାୟଙ୍କ ସାମ୍ବାଦିକ ସମ୍ମିଳନୀ । ଏବେ ମୁଁ ନିଜ ଘରକୁ ଫେରିବା ଭଳି ମନେ ହେଉଛି । ମୁଁ ମୂଳରୁ ଏନଡିଏରେ ଥିଲି, ଏବେ ପୁଣି ନିଜ ଘରକୁ ଫେରିଲି । ବିଜେଡିରେ ଥିବା ବେଳେ ମୁଁ ଅଣନିଶ୍ୱାସୀ ହୋଇ ରହିଥିଲି । ନବୀନ ନିବାସକୁ ହଠାତ ମୋତେ ଯିବାକୁ ମୋତେ ମନା କରାଗଲା । ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁ । ପାଣ୍ଡିଆନ ଭୈରବ ହୋଇ ନବୀନଙ୍କ ପାଖକୁ କାହାକୁ ଛାଡୁନାହିଁ ।ନବୀନ ନିବାସରେ ପାଣ୍ଡିଆନ କିଏ ବୋଲି ପ୍ରଶ୍ନ କଲେ ଦେବାଶିଷ । ବିଜୁ ବାବୁଙ୍କୁ ଜାଣିନଥିବା ଲୋକେ କରିଛନ୍ତି ବିଜୁ ଫାଉଣ୍ଡସନ । ବିଜୁ ବାବୁଙ୍କୁ ସମ୍ମାନ ଦେବାରେ ବିଜେଡି ଅସମର୍ଥ । ଏବେ ବିଜୁ ଜନତା ଦଳରେ ମାଆ ବାପା ବୋଲି କେହି ନାହାନ୍ତି । ଏବେ ବିଜେପପି ମୋତେ ଯେଉଁ କାମ ଦେବ, ସେ କାମ ନିଶ୍ଟୟ କରିବି । ଏବେ ବିଜେଡି ସହିତ ମୁଁ ସିଧାସଳଖ ଲଢେଇ କରିବି କହିଛନ୍ତି ଦେବାଶିଷ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking