କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ପଞ୍ଚାୟତ ରେ ବିଜେପି ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କରାଯାଇଛି । ଏଥିରେ 20 ନମ୍ବର ଜୋନ ମଣ୍ଢଳ ର ସଭାପତି ସରତ ମହାନ୍ତିଙ୍କ ସଭାପତିତ୍ୱ ରେ ବିଜେପିର ଦଳିୟ କ୍ରର୍ମୀ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ କରାଯାଇଥିଲା ।ଏଥିରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା ମହାକାଳପଡ଼ା ନିର୍ବାଚନ ମଣ୍ଢଳି ର ବିଜେପି ବିଧାୟକ ପ୍ରାଥି ବିଜୟ ପ୍ରଧାନ ବିଜେପି ପ୍ରଶିକ୍ଷଣ ଶିବିର ପ୍ରଭାରୀ ଅଭିମନ୍ୟୁ ଗୋଛୟତ , ରାଜ୍ୟ ପରିଷଦ ମେମ୍ବର ସରୋଜ କାନ୍ତ ସାହୁ ,ଉଦୟ କୁମାର ରାଉତ, ନୁର୍ପତୀ ମଲ୍ଲିକ,ସରତ ଚନ୍ଦ୍ର ମହାନ୍ତି,କଣ୍ଡୁରି ସ୍ୱାଇଁ, ସୁର୍ବତ ସାହୁ,ଉଦୟ ଘୋଡାଇ, ଅମର ବେରା ଅଭିରାମ ଦାସ,ବଙ୍କେଶ୍ୱର ଦାସ, ରଶ୍ମିରଞ୍ଜନ ସାମଲ, ବିଶ୍ୱଜୀତ ଘୋସ ,ରାଜୁ ଭୁଇଁଆ, ପ୍ରମୋଦ ନାୟକ, ଚିତ ଜେନା, ବିଭୁତି ମହାନ୍ତି ଉପସ୍ଥି ରହିଥିଲେ । ବିଜେପି ର କର୍ମ କ୍ରତ୍ତା ମାନେ ଜମ୍ବୁ ପଞ୍ଚାୟତ ର ଦଳିୟ କ୍ରର୍ମୀ ସାଙ୍ଗଠାନିକ ବିସୟରେ ନିଜନିଜର ମତ ପ୍ରଦାନ ରଖିଥିଲେ ରାଜ୍ୟ ସରକାରଙ୍କ କୋଭିଡି ନିଅମକୁ ପାଳନ କରି ପ୍ରଶିକ୍ଷଣ ଶିବିର ଆରମ୍ଭ କରିଥିଲା । ଆଗମି ପଞ୍ଚାୟତ ନିର୍ବାଚନ କୁଆଖିରେ ରଖି ପ୍ରଶିକ୍ଷଣ କରାଜାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଭଳି କୋଭିଡି ସମୟରେ ରାଜ୍ୟ ସରକାର କୁ କରୋନା ମହାମାରୀ ରୁ ରାଜ୍ୟ ସରକାରଙ୍କୁ ସବୁପ୍ରକାର ସହଯୋଗର ହାତ ବଢାଇଥିଲେ । ଲୋକମାନଙ୍କ ପାଖରେ ପହଁଚାଇବା ପାଇଁ ଆଲୋଚନା କରାଜାଇଥିଲା ।