32.1 C
Bhubaneswar
Friday, April 26, 2024
Homeଓଡିଶାଆଇସିଏସଇ ପରୀକ୍ଷା ସ୍ଥଗିତ

ଆଇସିଏସଇ ପରୀକ୍ଷା ସ୍ଥଗିତ

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରେ ରଖି ଆଇସିଏସଇ ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଆଇସିଏସଇ ପରୀକ୍ଷା ସ୍ଥଗିତ କଲେ କତ୍ତୃପକ୍ଷ । ସେହିଭଳି ଭାବେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ଦ୍ୱାଦଶ ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ମାର୍ଚ୍ଚ ୩୧ ପରେ ପରିସ୍ଥିତିକୁ ଦେଖି ପରୀକ୍ଷା କାର୍ଯ୍ୟସୂଚୀ ପୁନର୍ବାର ଧାର୍ଯ୍ୟ କରାଯିବ ବୋଲି ବୋର୍ଡ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି । ପରୀକ୍ଷା ସହିତ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଥିବା ସମ୍ପାଦକ କହିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦେଶକ୍ରମେ ସିବିଏସଇ ଏହାର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି ।
https://onakhabar.com/2020/03/19/cbse-exam-posponed/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking