29.1 C
Bhubaneswar
Sunday, May 5, 2024
Homeଓଡିଶାମେ ୯ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ !

ମେ ୯ ପର୍ଯ୍ୟନ୍ତ ଗ୍ରୀଷ୍ମପ୍ରବାହ !

ଭୁବନେଶ୍ୱର : ମେ ଦ୍ୱତୀୟ ସପ୍ତାହ ପ୍ରାରମ୍ଭ ପର‌୍ୟ୍ୟନ୍ତ ଜାରି ରହିବ ତାତି । ମେ ୩ରୁ ୯ ତାରିଖ ପର‌୍ୟ୍ୟନ୍ତ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏନେଇ ପାଣିପାଗ ବିଞାନୀ ଉମାଶଙ୍କର ଦାସଙ୍କ ସୂଚନା । ଉପକୂଳ ଓଡିଶାରେ ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ହେବ । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାତି ୪୨ ରୁ ୪୪ ଡିଗ୍ରୀ ରହିପାରେ ।

 

ନାମାଙ୍କନ ଦାଖଲ କଲେ ଅଖିଳେଶ ଯାଦବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking