ନାମାଙ୍କନ ଦାଖଲ କଲେ ଅଖିଳେଶ ଯାଦବ

କନ୍ନୌଜ : କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ପୂର୍ବରୁ ଏହି ଆସନ ପାଇଁ ଏସପି ତେଜ ପ୍ରତାପ ଯାଦବଙ୍କ ନାଁ ଘୋଷଣା ‌ହୋଇଥିଲା। ହେଲେ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧ ହେବାରୁ, … Continue reading ନାମାଙ୍କନ ଦାଖଲ କଲେ ଅଖିଳେଶ ଯାଦବ