28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗରାଜ୍ୟରେ ୨୪ ଘଣ୍ଟାରେ ୬୪୧ କୋରନା ଆକ୍ରାନ୍ତ

ରାଜ୍ୟରେ ୨୪ ଘଣ୍ଟାରେ ୬୪୧ କୋରନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଏହା ଏକ ଆସ୍ୱସ୍ତିକର ଖବର ରାଜ୍ୟବାସୀଙ୍କ ପାଇଁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୨ ହୋଇଥିଲା ବେଳେ । କ୍ୱାରେନଟାଇରୁ ୩୭୪ ଓ ୨୬୮ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୫୨୭୧କୁ ବୃଦ୍ଧି ପାଇଛି । ତେବେ ଗତ ୨୪ ଘଣ୍ଟାରେ ୯୧୩ ଜଣ ସୁସ୍ଥ ହୋଇଥିବାବେଳେ ମୋଟ ରାଜ୍ୟରେ ସୁସ୍ଥ ହୋଇଛନ୍ତି ୩୦୬୭୨୬ ଜଣ ଓ ୬୮୨୧ ଜଣ ଚିକିତ୍ସତ ଅବସ୍ଥାରେ ଅଛନ୍ତି । ଏହାକୁ ନେଇ ସୂଚନା ଓ ଲୋକ ସଂମ୍ପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking