35.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶସୋନାଲି ଫୋଗଟ୍ ହତ୍ୟା ମାମଲା: ୨ ନିଶା ବେପାରୀଙ୍କୁ ଜାମିନ

ସୋନାଲି ଫୋଗଟ୍ ହତ୍ୟା ମାମଲା: ୨ ନିଶା ବେପାରୀଙ୍କୁ ଜାମିନ

ପାଣାଜୀ : ହରିୟାଣାର ବିଜେପି ନେତ୍ରୀ ସୋନାଲି ଫୋଗଟ୍ ହତ୍ୟା ମାମଲାରେ ଗୋଆ ପୁଲିସ ୫ ଜଣଙ୍କୁ ଗିରଫ କରିସାରିଛି । ତେବେ ଏହି ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ନିଶା ବେପାରୀ ରାମଚନ୍ଦ୍ର ମନ୍ଦ୍ରେକର ଓ ଦତ୍ତପ୍ରସାଦ ଗାଓଁକରଙ୍କୁ ଏନ୍‌ଡିପିଏସ୍ କୋର୍ଟରେ ଜାମିନ ପ୍ରଦାନ କରାଯାଇଛି ।

ଇତିପୂର୍ବରୁ ଏନ୍‌ଡିପିଏସ୍ କୋର୍ଟ କର୍ଲିଜ୍ ରେସ୍ତୋରାଁ ମାଲିକ ଏଡ୍‌ୱିନ୍ ନୁନ୍‌ସଙ୍କୁ ମଧ୍ୟ ଜାମିନ ପ୍ରଦାନ କରିସାରିଛନ୍ତି । ୪୩ ବର୍ଷୀୟା ସୋନାଲି ଗୋଆ ପରିଭ୍ରମଣରେ ଯାଇଥିବାବେଳେ ଅଗଷ୍ଟ ୨୩ରେ ଅନ୍‌ଜୁନା ବିଚ୍‌ର ଏକ ହୋଟେଲରେ ଅସ୍ୱାଭାବିକ ପରିସ୍ଥିତିରେ ପ୍ରାଣ ହରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking