32.1 C
Bhubaneswar
Sunday, May 19, 2024
Homeଓଡିଶାଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ହାଇୱା

ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା ହାଇୱା

ବ୍ୟୁରୋ : ପିଏଚଡି ରୋଡ ଭଂଜ କଲୋନୀ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଦୋକାନ ଭିତରକୁ ଏକ ୧୬ ଚକିଆ ହାଇୱା ପଶିଯାଇଛି । ଯାହା ଫଳରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ୧୬ ଚକିଆ ହାଇୱାଟି ଦ୍ରୁତ ଗତିରେ ପିଏଚଡି ପଟକୁ ଆସୁଥିବା ଭଂଜ କଲୋନୀ ଛକ ନିକଟ ଟର୍ଣ୍ଣିଂରେ ଭାରସାମ୍ୟ ହରାଇ ବସିଥିଲା । ଫଳରେ ଟ୍ରକଟି ରାସ୍ତାର ଡାହାଣ ପାଶ୍ୱର୍କୁ ମାଡି ହୋଇ ସେଠାରେ ଥିବା ୩ ଟି ଦୋକାନ ଭିତରକୁ ପଶିଯାଇଥିଲା । ତେବେ ହାଇୱା ଗାଡିଟିକୁ ହେଲପର ଚଲାଉଥିବା ଜଣାପଡିଛି । ଏବଂ ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking