29.1 C
Bhubaneswar
Saturday, April 27, 2024
Homeଓଡିଶାକଟକର ମହିନ୍ଦ୍ରା କୋଚିଂ ସେଣ୍ଟର ସିଲ୍‌

କଟକର ମହିନ୍ଦ୍ରା କୋଚିଂ ସେଣ୍ଟର ସିଲ୍‌

କଟକ : କଟକ ଅରୁଣଦୋୟ ନଗର ସ୍ଥିତ ମହିନ୍ଦ୍ରା କୋଚିଂ ସେଣ୍ଟର ସିଲ୍ ହୋଇଛି । କୋଭିଡ ଗାଇଡ ଲାଇନ ଲଲ୍ଲଂଘନ ଅଭିଯୋଗ ରେ ଏହି ସେଣ୍ଟରକୁ ସିଲ କରାଯାଇଛି । ସିଏମସି ଏନଫୋରର୍ସମେଣ୍ଟ ସ୍କ୍ୱାଡର ଚଢାଉ ପରେ ଏହାକୁ ସିଲ୍ କରାଯାଇଛି ।

ତେବେ କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦ ଜଣ କୋରନା ପଜେଟିଭ ବାହାରିବା ସହିତ ଏହା ପ୍ରଶାସନର ଚିନ୍ତା ବଢାଇଛି । ସିଏମସି ପକ୍ଷରୁ କୋଭିଡ ଗାଇଡଲାଇନକୁ କଡାକଡି  କରାଯାଇଛି ଓ ଆଜି ଏନଫୋରର୍ସମେଣ୍ଟ ସ୍କ୍ୱାଡ୍ କଟକର ବିଭିନ୍ନ ଘରୋଇ ଶିକ୍ଷାଅନୁଷ୍ଠାନ ଓ ଘରୋଇ କୋଚିଂ ସେଣ୍ଟର କୁ ବୁଲି ତଦାରଖ କରିଥିଲେ । ଏହି ସମୟରେ ମହିନ୍ଦ୍ରା କୋଚିଂ ସେଣ୍ଟରରେ ପିଲା ମାନେ ସାମାଜିତ ଦୂରତା ପାଳନ କରିବା ସହ ମାସ୍କ ପରିଧାନ ମଧ୍ୟ କରିନଥିଲେ । ଯାହାକୁ ନେଇ ସେଣ୍ଟରକୁ ସିଲ କରାଯିବା ପାଇଁ ନିଷ୍ପତି ନିଆ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking